ଅଗ୍ନିକାଣ୍ଡରେ ଗୋଦାମ ପୋଡି ପାଉଁଶ

0
386
fire mishap at godown

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ଅଚଂଳରେ ଅଘଟଣ ଘଟିଛି। ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ପରିବା ଗୋଦାମ ପୋଡି ପାଉଁଶ ହୋଇଯାଇଛି। ସଟ୍ ସର୍କିଟ ଯୋଗୁ ଏହା ହୋଇଥିବାର ଖବର ମିଳିଛି। ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ କରିଛି।