ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ

0
17

ଖୋର୍ଦ୍ଧା: କାଈପଦର ଗାଁ ମାଳି ସାହିରେ ନିଆଁ ଲାଗି ୪ ବଖରା ଘର ସହିତ ଏକ ନୂଆ ପଲସର ଗାଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେରେ ରବି ପରିଡା ଓ ଭାସ୍କର ପରିଡାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ, ବିଳମ୍ୱିତ ରାତିରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ ।