ଅଳ୍ପକେ ବର୍ତ୍ତିଯାଇଛି ଇଣ୍ଡିଗୋ ବିମାନ

0
313

ଚେନ୍ନାଇ: ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଇଣ୍ଡିଗୋ ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରାଜମହେନ୍ଦ୍ରୀରୁ ଚେନ୍ନାଇ ଯାଉଥିବା ୬ଇ ୭୧୨୩ ବିମାନଟି ଅବତରଣ ପୂର୍ବରୁ ତ୍ରୁଟି ଦେଖା ଦେଇଥିବା ସତ୍ତ୍ୱେ ପାଇଲଟ କୌଣସି ମତେ ବିମାନଟିକୁ ଅବତରଣ କରାଇବାରେ ସଫଳ ହୋଇଥିଲେ ଏବଂ ଚେନ୍ନାଇ ବିମାନ ବନ୍ଦରରେ ଜରୁରିକାଳୀନ ଅବସ୍ଥା ଘୋଷଣା କରାଯାଇଛି।