ଆଜିଠୁ ଆରମ୍ଭ କଟକ ବାଲିଯାତ୍ରା

0
392
balijatra from today

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ୭ଦିନ ଧରି ହେଉଥିବା ବାଲିଯାତ୍ରା ଏଥର ହକି ବିଶ୍ୱକପ୍‌ ପାଇଁ ୧୦ଦିନ ଧରି ଚାଲିବ। ଏହି ବାଲିଯାତ୍ରା ଡିସେମ୍ବର ୨ ତାରିଖରେ ଶେଷ ହେବ । ଏଥର ୧୩ ଶହରୁ ଅଧିକ ଷ୍ଟଲ୍ ପଡିବ। ସାଧାରଣ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ। ବାଲିଯାତ୍ରାରେ ଲୋକମାନଙ୍କର ସୁରକ୍ଷା ପାଇଁ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ।