ଆଜି ମହବନ୍ଦ ଶେଷ

0
389

ଆଜି ମହବନ୍ଦ ଶେଷ । ପଶ୍ଚିମ ଓଡ଼ିଶାର ସ୍ଥାଯୀ ବେଞ୍ଚ ଦାବିରେ ମହବନ୍ଦ ଶେଷ । ୪୮ ଘଣ୍ଟା ପରେ ସ୍ୱାଭାବିକ ହେଲା ଜୀବନ ଯାତ୍ରା ;ଗାଡି ମୋଟର ଚାଲିଲା  । ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ ବନ୍ଦ ଜାରି ସୂଚନା ଦେଲେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।