ଆଜି ୨୪ ଘଣ୍ଟିଆ ବଲାଙ୍ଗିର ବନ୍ଦ

0
377

ବଲାଙ୍ଗିର: ଆଜି ୨୪ ଘଣ୍ଟିଆ ବଲାଙ୍ଗିର ବନ୍ଦ। ଏହି ବନ୍ଦ ଡାକରା ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି। ଏଥିପାଇଁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ମଧ୍ୟ ବନ୍ଦ ରହିଛି। ଏଥିସହ ରେଳ ଚଳାଚଳ ବି ବନ୍ଦ ରହିଛି।