ଆସୁଛନ୍ତି ରାହୁଲ

0
430

ଓଡିଶା ଆସିବେ ରାହୁଲ
ସେପ୍ଟେମ୍ବର ପହିଲାରେ ଓଡିଶା ଆସିବେ କଂଗ୍ରେସର ଅଧକ୍ଷ ରାହୁଲ ଗାନ୍ଧୀ | ରାହୁଲ ଆସିବା ସମୟରେ ରାଜ୍ୟରେ ପ୍ରାୟ ୪ଟି ସଭାରେ ଯୋଗଦେବେ ବୋଲି ଜଣାଇଛନ୍ତି | ସେହି ସମୟରେ କଂଗ୍ରେସର କର୍ମୀମାନଙ୍କୁ ସମ୍ବୋଧନ କରିବାର କାଯ୍ୟକ୍ରମ ମଧ୍ୟରହିଛି | ପି ସି ସି କମିଟି ଗଠନ ବିଳମ୍ବ ହେବାରୁ ରାହୁଲଙ୍କ ଓଡିଶା ଆସିବା ବିଳମ୍ବ ହେଲାବୋଲି ପି ସି ସି ସଭାପତି
ନିରଞ୍ଜନ ପଟ୍ଟନାୟକ କହିଛନ୍ତି |