ଇରାନରୁ ତେଲ ଆମଦାନୀ ପାଇଁ ଟଙ୍କାରେ ପେମେଣ୍ଟ୍‌

0
74

ନୂଆଦିଲ୍ଲୀ: ବର୍ତମାନ ଆମେରିକାର କଟକଣା ଭୟରେ ଇରାନରୁ ତେଲ ଆମଦାନି ବନ୍ଦ କରିବନି ଭାରତ। ଇରାନରୁ କିଭଳି ତେଲ କିଣା ଜାରି ରହିବ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇରାନ୍‌ ତେଲ କିଣିବା ପାଇଁ ଭାରତ ଟଙ୍କାରେ ପେମେଣ୍ଟ୍‌ କରିବ। ସେ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି। ବର୍ତ୍ତମାନ ଡଲାର ଦେଇ ଇରାନରୁ ତେଲ କିଣା‌ ହେଉଛି।