କାଲିଠାରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

0
367
konark festival begins from tomorrow

କୋଣାର୍କ: କାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ୫ ଦିନ ଧରି ଏହି ଉତ୍ସବ ଚାଲୁ ରହିବ । ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି l ବିଶ୍ଵକପ୍ ହକିକୁ ଆଖି ଆଗରେ ରଖି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅର୍କ କ୍ଷେତ୍ରକୁ ନବବଧୂ ପରି ସଜାଯାଇଛି l କୋଣାର୍କ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି ।