ଖୁବଶୀଘ୍ର ପରଦାରେ ‘ଚାଲ୍‌ ଟିକେ ଦୁଷ୍ଟ ହେବା’

0
390

ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ ଆସୁଛି ଏକ ନୂଆ ସିନେମା। ଯାହାର ଟାଇଟଲ ରଖାଯାଇଛି ‘ଚାଲ୍‌ ଟିକେ ଦୁଷ୍ଟ ହେବା’ । ତରଙ୍ଗର ଏହା ୧୮ତମ ଚଳଚ୍ଚିତ୍ର। ନିକଟରେ ଏହି ଫିଲ୍ମର ମହୁରତ ହୋଇଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ରିଶାନ୍‌ ଏବଂ ଦୁଇଜଣ ଅଭିନେତ୍ରୀ ସାୟଲ୍‌ ଏବଂ ମହିମା । ତେବେ ଏହି ସିନେମାଟି କିପରି ହୋଇଛି ତାହା ଦେଖିବାକୁ ବାକି ରହିଲା।