ଖୋର୍ଦ୍ଧାରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
397

ଖୋର୍ଦ୍ଧା: ଖୋର୍ଦ୍ଧାର ୯୫ଟି ପୌରାଞ୍ଚଳରେ ୫୦୦ଟି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ ହେବ । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଆଇଆଇଟି, ନାଇସର, ଇଡକୋ ଏବଂ ଖୋର୍ଦ୍ଧା, ଜଟଣୀ ମ୍ୟୁନସିପାଲଟିର ଅଞ୍ଚଳ ନିମନ୍ତେ ବିସୃତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ଜଟଣୀ ନାଇଜର୍ ପାଖରେ ଥିବା ପଡିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।