ଛତିଶଗଡ଼ ଦାନ୍ତଓ୍ବାଡ଼ା ଜିଲ୍ଲାରେ ୮ ମାଓବାଦୀ ଗିରଫ

0
407

ରାୟପୁର: ଛତିଶଗଡ଼ ଦାନ୍ତଓ୍ବାଡ଼ା ଜିଲାରେ ସୁରକ୍ଷାବଳ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ହିରୋଲି ଅଞ୍ଚଳରେ ୫୦-୬୦ ମାଓବାଦୀ ଲୁଚିଥିବା ଖବର ପାଇ ରିଜର୍ଭ ଗାର୍ଡ, ସ୍ପେସାଲ ଟ୍ୟାସ୍କ୍‌ ଫୋର୍ସ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ଚଢ଼ାଉ ଆରମ୍ଭ ହୋଇଥିଲା। ଏହି ଘଟଣାରେ ୮ ମାଓବାଦୀଙ୍କୁ ଗିରଫ କରାଯିବା ସହିତ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।