ଝାଡଖଣ୍ଡୀ ହାତୀକୁ ଘଉଡାଇବା ପାଇଁ ଫେଲ ମାରିଲା ବନ ବିଭାଗ

0
366
wild jharkhand elephant in balesore

ବାଲେଶ୍ୱର : ନୀଳଗିରିରେ ୮ ଦିନ ହେଲା ଝାଡଖଣ୍ଡୀ ହାତୀପଲ ଉପଦ୍ରବ ଚଳାଇଛନ୍ତି । ନୀଳଗିରି ଅଞ୍ଚଳକୁ ପଶିଆସିଥିବା ୫୭ଟି ହାତୀ ପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି । କେତେବେଳେ ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଜନବସତୀ ମୁହାଁ ହେଉଛନ୍ତି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଫେଲ ମାରିଥିବା ବେଳେ ଲୋକେ ଭୟବିତ୍ତ ହୋଇଉଠିଛନ୍ତି ।