ଝିଅକୁ ହତ୍ୟା କଲା ବାପା

0
392

ଇନ୍ଦୋର: ଇନ୍ଦୋରର ପରଦେଶୀପୁରାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବାପା ତାର ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ସେ ଝିଅର ବିବାହ ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିଲେ । ତେଣୁ ସେ ହତ୍ୟା କରିଥିବା କଥା କହିଛନ୍ତି । ପରେ ବାପା, ଝିଅର ଶବକୁ ଡ୍ରମରେ ଲୁଚାଇ ଦେଇଥିବା କଥା ମଧ୍ୟ କହିଛନ୍ତି।