ଟିଟିଲାଗଡ଼: ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିନେଇ ଅର୍ଥନୈତିକ ଅବରୋଧ

0
369
strike in titilagarh

ବଲାଙ୍ଗିର: ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମଙ୍ଗଳବାରଠାରୁ ତିନିଦିନ ପାଇଁ ଅର୍ଥନୈତିକ ଅବରୋଧ କରିବାକୁ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ଆଜି ଟିଟିଲାଗଡ଼ ସହରରେ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ବନ୍ଦ ରହିଛି। ସବୁ ଅର୍ଥ ଲଗାଣକାରୀ ସଂସ୍ଥାକୁ ମଧ୍ୟ ବନ୍ଦ କରାଯାଇଛି। ସହରର ସମସ୍ତ ସରକାରୀ ଅଫିସକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଛି । ସରକାରୀ ଅଫିସ ଗୁଡ଼ିକ ଆଜି ଖୋଲିନଥିବା ଦେଖିବାକୁ ମିଳିଛି।