ଡିସେମ୍ବର ୧୨ରେ ବିବାହ ବନ୍ଧନରେ ବାନ୍ଧି ହେବେ ତପୁ ମିଶ୍ର

0
394

ଭୁବନେଶ୍ୱର: ଡିସେମ୍ବର ୧୨ରେ ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ୍ ଗାୟିକା ତପୁ ମିଶ୍ର । ତାଙ୍କର ଅଭିନେତା ଦୀପକ ପୂଜାହାରୀଙ୍କ ସହ ନିର୍ବନ୍ଧ ସରିଯାଇଛି। ତପୁ କହିଛନ୍ତି ତାଙ୍କର ସ୍ୱପ୍ନର ସୌଦାଗର ତାଙ୍କ ଜୀବନକୁ ଆସିଯାଇଛନ୍ତି। ତପୁ ବିବାହ କରିବାକୁ ଯାଉଥିବା ଦୀପକ ପୂଜାହାରୀ ଅନେକ ବିଜ୍ଞାପନ, ଟେଲି ଧାରବାହିକ ଏବଂ ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିସାରିଛନ୍ତି । ସେ ଏକ ଓଡିଆ ସିନେମା ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ଅଭିନୟ କରିିଛନ୍ତି ।