ଡିସେମ୍ବର ୩୧ରେ ବାହାହେବେ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ

0
397

ମୁମ୍ବାଇ: ଡିସେମ୍ବର ୩୧ରେ ବଲିଉଡ୍‌ର ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ ବାହାହେବେ । ରାକ୍ଷୀ କହିଛନ୍ତି ବାହାଘର ଲସ୍‌ ଆଞ୍ଜେଲ୍ସରେ ହେବ। ଏହି ବାହାଘର କାର୍ଯ୍ୟକ୍ରମରେ ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ ଓ କରନ ଜୋହରଙ୍କ ଭଳି ବ୍ୟକ୍ତି ବିଶେଷ ଯୋଗଦେବେ। ବାହାଘର ପରେ ଭାରତର ମଧ୍ୟ କିଛି କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ମିଳିଛି।