ତିତଲିରେ କ୍ଷତିଗ୍ରସ୍ତ ୧୩ ହଜାର ପରିବାରଙ୍କୁ ମିଳିବ ବିଜୁ ପକ୍କାଘର

0
364
biju pakka ghara for cyclonic strom affected poople

ଭୁବନେଶ୍ୱର: ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୧୩ ହଜାର ପରିବାରଙ୍କୁ ମିଳିବ ବିଜୁ ପକ୍କାଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି। ତେବେ ଏଥିପାଇଁ ମୋଟ୍ ୧୭୬ କୋଟି ଟଙ୍କା ଖର୍ଚ କରାଯିବ । ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଭାବେ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ୱାର୍କ ଅର୍ଡର ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।