ଦୁଇ ଦିନିଆ ରିମାଣ୍ଡରେ ଗଲେ ଫୟାଜ୍ ରେହମାନ (ଡାଡି)

0
378
Police take shelter home head Fayaz Rahman on remand

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍‌ଟର୍‌ ହୋମ୍ ନିର୍ଯାତନା ଘଟଣାରେ ମଙ୍ଗଳବାର ଦୁଇଦିନ ପାଇଁ ସେଲ୍‌ଟର୍‌ ହୋମ୍ ମୁଖ୍ୟ ଫୟାଜ୍ ରେହମାନ (ଡାଡି) ରିମାଣ୍ଡରେ ଯାଇଛନ୍ତି। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର୍‌ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍‌ଟର୍‌ ହୋମ୍‌ରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ପ୍ରଶ୍ନ କରିବ ପୁଲିସ୍‌।