ଦେବାଶିଷ ମହାନ୍ତିଙ୍କୁ ବିସିସିଆଇ ର ଚୟନ କର୍ତ୍ତା

0
408

କମିଟିର ସଦସ୍ୟ ୩ରୁ ୫କୁ ବୁଦ୍ଧି ଦାୟିତ୍ୱ ସୁଚାରୁ ଭାବେ ସମ୍ପାଦନା କରିବେ ପଶାସନିକ କମିଟିର ନିଷ୍ପତି |ଭାରତୀୟ କ୍ୱିକେଟ ଦଳର ପୂବତନ ପ୍ରେସ ତାରକା ଦେବାଶିଷ ମହାନ୍ତିଙ୍କୁ ସୁପ୍ରିମକୋଟ ଦ୍ୱlରା ନିଯୁକ୍ତ ପଶାସନିକ କମିଟିର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ଥି |ଜାତୀୟ ଜୁନିୟର ଚୟନ କମିଟିରେ ୩ଜଣ ସଦସ୍ୟ ରହିବେ |ତେଣୁ କମିଟି ୫ରୁ ୩ଜଣକୁ ହ୍ରାସ କରାଯାଉଥିଲା |କିନ୍ତୁ ଗତ ୯ ତାରିଖରେ ସୁପ୍ରିମକୋଟ ପରିବର୍ତନ କରି ପୂବଭଳୀ ୫ ରଖିବାକୁ ନିର୍ଦେଶ ଦେଇଛନ୍ତି |
ଅନ୍ତଜାତୀୟ କlରିୟର ଶେଷ ହେବl ପରେ ଦେବାଶିଷ ଦୀଘ୍ରବର୍ଷ ଧରି ଘରୋଇ କ୍ୱିକେଟରେ ସକ୍ରିୟ ଥିଲେ ଅନ୍ତଜାତୀୟ କlରିୟରେ ଦେବାଶିଷ ମୋଟ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ |