ନିଆଁରେ ପୋଡି ୩ ଗୁରୁତର ଘଟଣା : ଆଜି ୨ ମୃତ

0
396
burnt case: two death

ଅନୁଗୋଳ: ଅନୁଗୋଳ ଶାବଳଭଙ୍ଗା ଗାଁରେ ନିଆଁରେ ପୋଡି ହୋଇ ୩ଜଣ ଗୁରୁତର ଚିକିତ୍ସିତ ହେଉଥିଲେ କଟକ ବଡ ମେଡିକାଲରେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ମାଆ ଲିଲିମଣି ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘରେ ଶୋଇଥିବା ବେଳେ ନିଆଁ ଲାଗି ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମ ଅନୁଗୋଳ ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।