ନ୍ୟାୟ ମାଗୁଛି ଶବ #NayaMaguchiSaba #OCNLive

0
173

ମୁଖ୍ୟ ମନ୍ତ୍ରୀଙ୍କ ଘରପାଖରେ ରାସ୍ତା ଉପରେ ଶବ ରଖି ,ସହ ସହ ମହିଳା ଙ୍କ ବେଖାତିର, ପଳାଶ ପଲ୍ଲୀ ରେ ରହୁଥିବା କେ କେ ସ୍ଟୁଡ଼ିଓ ର ମାଲ୍ଲିକ ବିନୋଦ କୁମାର ସେଠି ଙ୍କ ସ୍ତ୍ରୀ ଦିପ୍ତିମୟୀ ସେଠି ଙ୍କୁ ତାଙ୍କ ଘରୁ ଅପହରଣ କରାଯାଇ ଗଳାକାଟି ହତ୍ୟା କରାଯାଇଛି ଆସନ୍ତୁ ଦେଖିବା ଘଟଣା କେମିତି ଘଟିଛି ଓ ଲୋକମାନେ କଣ କହୁଛନ୍ତି