ପାଠ ପଢା ଠପ.

0
411

ରାଜ ରାସ୍ତାରେ ଶିକ୍ଷକ
ରାସ୍ତାରେ ଗୁରୁ | ସ୍କୁଲ ଓ କଲେଜେରେ ତାଲା | ପାଠ ପଢା ଠପ
ରାଜଧାନୀ ରାଜ ରାସ୍ତାରେ ହଜାର ହଜାର ଶିକ୍ଷକ ଧାରଣା ଦେଇଛନ୍ତି |ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଡ଼ାକରାରେ ଶିକ୍ଷକ ଅଧ୍ୟାପକ ଧାରଣା ଚଳାଇଛନ୍ତି | ଏକା ଜିଦି ଧରିଛନ୍ତି ସର୍ତ୍ତବୀହିନ ଗ୍ରାଣ୍ଟ ଇନି ଏଡ଼ ଦିଆ ନହେଲେ ସେମିତି ରାସ୍ତାରେ ବସିରହିବୁ | ୪ ହଜାର ସ୍କୁଲ ଦେଢ଼ ହଜାର କଲେଜରେ ୬୦ ହଜାର ଶିକ୍ଷକ ଏବେ ଆନ୍ଦୋଳନ ମୁହାଁ | ବାଜିରେ ଲାଗିଛି ୩୦ ଲକ୍ଷ ଛାତ୍ର ଛାତ୍ରୀଙ୍କ ପାଠପଢା ଓ ସେମାନଙ୍କ ଭବିଷ୍ୟତ |