ପାରାଦୀପର ସିଵଜ ସିପି˚ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ମହିମା ମିଶ୍ରଙ୍କ ଜାମିନ ଖାରଜ

0
406

କଟକ : ପାରାଦୀପର ସିେଵଜ ସିପି˚ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ତ ମାମଲାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡର ମୁଖ୍ୟ ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠରେ ତାଙ୍କ ସାନି ଜାମିନ ଆବେଦନର ଶୁଣାଣି ହୋଇଥିଲା।