ପୁଣି ଏକାଠି ହେବେ ସିଦ୍ଧlର୍ଥ ରଚନା

0
453

ଦୀର୍ଘ ୧୬ ବର୍ଷ ପରେ ପୁଣି ଏକାଠି ହେଲେ ନୂଆ ଯୋଡି |ଆପଣମାନେ ଦେଖୁଥିବେ ଓଡ଼ିଆ ସିନେଜଗତମାନକୁ ମନୋରଂଜନ ଓ ଆନନ୍ଦମୟ ଦେଇଥିବା ସେହି ନାୟକ ନାୟିକା ମାନେ ୧୬ ବର୍ଷ ପରେ ଏକାଠି ହୋଇଛନ୍ତି ନୂଆ ରୂପରେ | ଆପଣାମାନଙ୍କର ଚୁଲବୁଲି ନାୟିକା ରଚନା ବାନାର୍ଜୀ ଓ ସିଦ୍ଧlର୍ଥ ମହାପାତ୍ର ,ଅନୁ ଚୌଧରୀ ଏହି ତିନିଜଣ ଓଡ଼ିଆ ସିନେଜଗତରେ ଶ୍ରେଷ୍ଠ କଳାକାର ଭାବରେ ପରିଚିତ ହୋଇଛନ୍ତି |ଏହି ଯୋଡି ଏବେ ନୂଆ ରୂପରେ ନୂଆ ରଙ୍ଗରେ ଆସୁଛନ୍ତି ଦୁର୍ଗାପୂଜାରେ “ରକ୍ତ ଚିହ୍ନେ ରକ୍ତକୁ ” ଚଳଚିତ୍ରରେ ||