ପୁରୁଷ ହକି ବିଶ୍ୱକପ୍‌: ଆସନ୍ତାକାଲି ବେଲଜିୟମ୍‌କୁ ଭେଟିବ ଭାରତ

0
399

ଭୁବନେଶ୍ୱର: ନିଜର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ଭାରତୀୟ ଟିମ୍‌ ରବିବାର ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମକୁ ଭେଟିବ। ବେଲଜିୟମ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲରେ ପହଁଞ୍ଚିବ ବୋଲି ଆଶା ରଖିଛି । ସେପଟେ ବେଲଜିୟମ ମଧ୍ୟ ନିଜର ବିଜୟ ଅଭିଯାନ ଜାରି ରଖିଛନ୍ତି ।