ପୃଥିବୀର ପ୍ରଥମ ଡିଜାଇନର ଶିଶୁ ତିଆରି କଲା ଚାଇନା

0
377
In world the first designer child made by china

ବେଜିଂ: ଦୀର୍ଘଦିନ ଧରି ଚାଇନାର କିଛି ଗବେଷକ ପ୍ରଫେସର ଜିୟାଂକୁଇଙ୍କ ନେତୃତ୍ୱରେ ଏହା ଉପରେ ଗବେଷଣା ଜାରି ରଖିଥିଲେ। ଚାଇନା ପୃଥିବୀର ପ୍ରଥମ ଡିଜାଇନର ଶିଶୁ ତିଆରି କରିଛି। ଡିଏନ୍‌ଏ ସରଞ୍ଚନାକୁ ପରିବର୍ତ୍ତନ କରି ଏହି ଜେନେଟିକାଲି ମଡିଫାଏଡ୍‌ ଶିଶୁ ତିଆରି କରାଯାଇଛି। ମୂଷା, ମାଙ୍କଡ଼ ତଥା ମଣିଷ ଭ୍ରୁଣ ଉପରେ ଅଧ୍ୟୟନ କରିବା ପରେ ଏହାକୁ ତିଆରି କରାଯାଇଥିବା ଜିୟାଂକୁଇ ସୂଚନା ଦେଇଛନ୍ତି।