ଭୁବନେଶ୍ୱରରେ ପହଞ୍ଚିଲେ ବିଭିହ୍ନ ବିଦେଶୀ ହକିଦଳ

0
405

ଭୁବନେଶ୍ୱର : ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିଭିହ୍ନ ବିଦେଶୀ ହକିଦଳ ବୁଧବାର ଅଲିମ୍ପିକ୍‍ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପାଦ ଦେଇଥିବା ବେଳେ ଗୁରୁବାର ରାତି ୨ଟାରେ ଚୀନର ପୁରୁଷ ହକି ଦଳ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶୁକ୍ରବାର ୩ଟି ଦଳ ସ୍ପେନ୍‍, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଆସି ପହଞ୍ଚିବେ।