ଭୁବନେଶ୍ୱର IRC VILLAGE ସ୍କୁଲ ପରିସର ରେ ହତ୍ୟା ଅଜଣା ବ୍ୟକ୍ତି ର ମୃତଦେହ ଉଦ୍ଧାର.

0
470

 

ଭୁବନେଶ୍ୱର IRC VILLAGE ସ୍କୁଲ ପଡିଆରେ ଆଜି ଜଣେ ଅଜଣା ବ୍ୟକ୍ତି ର ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର କରା ଯାଇଛି. ମିଳିଥିବା ଖବର ଅନୁଯାଇ ଆଜି ପୋଲିସ ଜଣେ ଅଜଣା ବ୍ୟକ୍ତି ର ମୃତ ଦେହ ଉଦ୍ଧାର କରିଛି. ପ୍ରାଥମିକ ତଦନ୍ତ ପରେ ପୋଲିସ ଶବ ବ୍ୟବଛେଦ ପାଇଁ ମୃତ ଦେହ କୁ କ୍ୟାପିଟାଲ ହସ୍ପିଟାଲ କୁ ପାଠ ଯାଇଛି.ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ର ଅସଲ କାରଣ ଏବଂ ସମୟ ଜଣ ପଡିବ.ବର୍ତମାନ ଯାଇ ଅଜଣା ବ୍ୟକ୍ତିଙ୍କ ପରିଚୟ ଜଣା ପଡିନି.