ମିଚେଲ୍‌ ଷ୍ଟାର୍କ କଣ୍ଟ୍ରାକ୍ଟ ବାତିଲ

0
403

ମୁମ୍ବାଇ: ଅଷ୍ଟ୍ରେଲିଆର ବାମହାତୀ ବୋଲର୍‌ ମିଚେଲ୍‌ ଷ୍ଟାର୍କ ୨୦୧୯ ଆଇପିଏଲ୍‌ରେ ଖେଳିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗତବର୍ଷ କୋଲକାତା ନାଇଟ୍‌ ରାଇଡର୍‌ ଷ୍ଟାର୍କଙ୍କୁ ୯.୪ କୋଟି ଟଙ୍କା ଦେଇ କିଣିଥିବା ବେଳେ ଆହତ କାରଣରୁ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଆଜି ଏକ ମେସେଜ୍‌ ଜରିଆରେ ଷ୍ଟାର୍କ କରିଥିବା ଚୁକ୍ତିକୁ ରଦ୍ଧ କରିଦିଆ ଯାଇଛି। ଏହାପରେ ସେ ଭାରତ ବିପକ୍ଷରେ ଖେଳିପାରନ୍ତି ଏପରି ସ୍ଥିତିରେ କେକେଆର୍‌ ସମସ୍ତ କଣ୍ଟ୍ରାକ୍ଟ ରଦ୍ଧ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଉଛି। ଟେକ୍ସଟ୍‌ ମେସେଜ୍‌ ସମ୍ପର୍କରେ ଷ୍ଟାର୍କ କହିଛନ୍ତି ତାଙ୍କୁ କଣ୍ଟ୍ରାକ୍ଟରୁ ମୁକ୍ତ କରାଯାଇଚି।