ମିସ୍ ୱାଲର୍ଡ ୨୦୧୮ ର ମୁକୁଟ ପିନ୍ଧିଲେ ମେକ୍ସିକୋର ଭେନେସା

0
395

ଚୀନ: ମିସ୍ ୱାଲର୍ଡ ୨୦୧୮ ର ମୁକୁଟ ପିନ୍ଧିଲେ ମେକ୍ସିକୋର ଭେନେସା । ୧୧୭ ଜଣ ଅନ୍ୟ ଆଶାୟୀଙ୍କୁ ପଛରେ ପକାଇ ଭେନେସା ଏହି ସଫଳତା ହାସଲ କରିଛନ୍ତି । ଚୀନର ସାନ୍ୟାଠାରେ ଅନୁଷ୍ଠିତ ୬୮ତମ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ଭେନେସାଙ୍କୁ ବିଜୟିନୀ ଘୋଷଣା କରାଯାଇଛି। ଏଥିସହିତ ଗତବର୍ଷର ମିସ୍ ୱାର୍ଲଡ ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଛନ୍ତି।