ମୁହଁରୁ କଳାଦାଗ ଦୂରୀକରଣ ଉପାୟ

0
379

୧- ପ୍ରଥମେ ଟମାଟୋକୁ ଛୋଟ ଛୋଟ କରି କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କଳାଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାପରେ କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ।
୨ – ମୁହଁରୁ ଦାଗ ଦୂର କରିବା ପାଇଁ ପ୍ରଥମେ ଟମାଟୋକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏହାପରେ ଏହି କଟା ଟମାଟୋକୁ ମୁହଁରେ ରଖନ୍ତୁ। ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଟମାଟୋର ମଞ୍ଜି ଆପଣଙ୍କ ମୁହଁରେ ନ ଲାଗେ। ଏହାପରେ ଅଧଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ।
୩ – ଅଧା କପ୍‌ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ । ପରେ ୧୫ରୁ ୨୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ ମୁହଁରୁ କଳାଦାଗ ଗାୟବ ହୋଇଯିବ।