ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
328
cm naveen patnaik visit puri krushna prasad

ପୁରୀ: ଆଜି ବସୁଧା ଯୋଜନାରେ ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କୃଷ୍ଣପ୍ରସାଦ ଚାରିଛକ ପଡିଆରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ରୁଷିକୂଲ୍ୟା ନଦୀରୁ କୃଷ୍ଣପ୍ରସାଦ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଏଥିରେ ୧୪ଟି ପଞ୍ଚାୟତର ୯୨ଟି ଗାଁ ଉପକୃତ ହେବେ । ଏଥିପାଇଁ ୨୬୩ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।