ଯୌନ ଉତ୍ପୀଡ଼ନ ମାମଲାରେ ମିକା ସିଂହ ଗିରଫ

0
399
mika-singh-arrested-in-dubai

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହ ଗତକାଲିି ଦୁବାଇରେ ଗିରଫ ହୋଇଛନ୍ତି।ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ୍‌ଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି।ଏହାକୁ ନେଇ ବଲିଉଡ୍‌ ଜଗତରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ମିକାଙ୍କୁ ମୁରାକ୍ୟୁବାତ୍‌ ପୋଲିସ ଥାନାରେ ଅଟକ ରଖା ଯାଇଛି। ମସାଲା ଆଓ୍ବାର୍ଡର ଏକ ଶୋ’ରେ ଯୋଗଦେବା ପାଇଁ ମିକା ଦୁବାଇ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।