ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ୭ ଫୁଟର ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ

0
367

କଟକ: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ସମ୍ମୁଖ ଅଶ୍ୱସ୍ତ ଗଛ ମୂଳରେ ସ୍ଥାପିତ ହୋଇଛି ଗୌତମ ବୁଦ୍ଧଙ୍କର ସାଢ଼େ ୭ ଫୁଟର ପ୍ରତିମୂର୍ତ୍ତି। ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସ୍ମରଣୋତ୍ସବ ପାଳନ ଅବସରରେ ୧୯୭୨ ମସିହା ଆଲୁମିନି ଆସୋସିଏଶନ ପ୍ରଚେଷ୍ଟାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ।