ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ ଶୁଭ ଉଦଘାଟନ

0
387

ବହୁ ପ୍ରତିକ୍ଷିତ ପୋଖରୀପୁଟ ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜର ଶୁଭ ଉଦଘାଟନ ହୋଇଛି |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଭରବ୍ରିଜକୁ ଆନୁଷ୍ଠାନିକ ଭାବେ ଲୋକର୍ଷିତ କରିଥିଲେ |ଜମି ଅଧି ଗ୍ରହଣ ବିବାଦରେ ଛନ୍ଦି ହୋଇପଡିଥିବା ଏହି ଓଭରବ୍ରିଜ ନିର୍ମାଣ ପାଇଁ ମୋଟ ୬ବର୍ଷ ସମୟ ଲାଗିଲା |ସେହିପରି ନିର୍ମାଣ ପାଇଁ ମୋଟ ୪୪.୦୨ କୋଟି ଟଙ୍କା ଖର୍ଚହୋଇଛି |ଏହା ଓଡ଼ିଶାର ପ୍ରଥମ ଥ୍ରୀଲାଇନ ଓଭରବ୍ରିଜ ଯାହାକି ସମସ୍ତଙ୍କ ପାଇଁ ସୁବିଧା କରିଦେଇଛି | |