ଲୁହା ପଥର ଚୋରା ଚାଲାଣ ଡଂଫୋର ଜବତ

0
377

ସୁନ୍ଦରଗଡ଼: ଲୁହା ପଥର ଚୋରା ଚାଲାଣ କରୁଥିବା ଦୁଇ ଡଂଫୋରକୁ ଧରିଲା ରାଇରଙ୍ଗପୁର ପୋଲିସ। ଆଜି ଭୋର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ।ଡ୍ରାଇଭର ଦୁଇଜଣ ଫେରାର ହୋଇ ଯାଇଛନ୍ତି। ପୋଲିସ ଦୁଇଟି ଡ଼ମ୍ଫର ଜବତ କରି ତଦନ୍ତ କରୁଛି। ରାଇରଙ୍ଗପୁର ଆଖପାଖ ଅଞ୍ଚଳରେ ଚୋରା ଲୁହାପଥର କାରବାର ବା ସାଧାଚାଲୁଥିରଣରେର୍ଚ୍ଚା ଚହେଉଛି।