ଶ୍ରୀଲଙ୍କା ପାର୍ଲାମେଣ୍ଟ୍‌ରେ ସାଂସଦ ମାନଙ୍କ ଗଣ୍ଡଗୋଳ

0
412

କଲୋମ୍ବୋ: ଶ୍ରୀଲଙ୍କା ସଂସଦରେ ପ୍ରତିଦ୍ୱନ୍ଦ୍ୱୀ ସାଂସଦମାନେ ମାଡ଼ପିଟ୍‌ ଲାଗିଛନ୍ତି। ରାଜପକ୍ସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ଦିନକ ପରେ ଗଣ୍ଡଗୋଳର ହୋଇଛି କାରଣ ସଂସଦ ଡକାଇ ବାଚସ୍ପତି କାରୁ ଜୟସୂର୍ଯ୍ୟ କହିଲେ, ଦେଶର କୌଣସି ସରକାର ନାହିଁ ଏବଂ ପ୍ରଧାନମନ୍ତ୍ରୀ ନାହାନ୍ତି। ରାଜପକ୍ସା ହୋଇ କହିଲେ ଏ ଭଳି ଗରୁତ୍ୱ ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ମୌଖିକ ଭୋଟ୍‌ରେ ପାସ୍‌ କରାଯିବା ଅନୁଚିତ। ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନିଯୁକ୍ତ ଓ ବହିଷ୍କାର କରିବାକୁ ଜୟସୂର୍ଯ୍ୟଙ୍କର କ୍ଷମତା ନାହିଁ। ରାଜପକ୍ସାର ସମର୍ଥକ ସାଂସଦମାନେ ସଂସଦ ମଝିରେ ଏକତ୍ର ହୋଇ ଗଣ୍ଡଗୋଳ ଆରମ୍ଭ କରିଥିଲେ।