ସଡକ ଦୁର୍ଘଟଣାରେ ଜଣେ ମୃତ

0
359
road accident one died

ଅନୁଗୋଳ : ଅନୁଗୁଳ ଏନଏଚ-୧୪୯ ପାଲଲହଡା ନିମିରିଗଡାଠାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଗୁରୁତର ଅଛନ୍ତି । ମୃତକ ହେଲେ ମଧ୍ୟପ୍ରଦେଶ ବିଭାଗର କୈଳାସ ପ୍ରସାଦ ବିଶ୍ଵକର୍ମା । ଘଟଣାସ୍ଥଳରେ ଖମାର ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।