ସରିଲା ପରୀକ୍ଷା ମୂଳକ ଅଭଡ଼ା ରୋଷେଇ: ଖୁବ ଶୀଘ୍ର ପ୍ରକାଶ ପାଇବ ମହାପ୍ରସାଦ ଦର ତାଲିକା

0
380

ପୁରୀ: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର ପରୀକ୍ଷା ମୂଳକ ଭାବରେ ମହାପ୍ରସାଦ ରୋଷେଇ ଶେଷ ହୋଇଛି। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ନେଇ ଖୁବ୍‌ ଶୀଘ୍ର ଦର ପ୍ରକାଶ ପାଇବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଦର କେବେ ପ୍ରକାଶ ପାଇବ ଏନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନାହିଁ ବୋଲି ଜଣା ପଡିଛି ।