ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ରିସେପସନ୍ ଫଟୋ

0
403

ବେଙ୍ଗାଲୁରୁ: ଦୀପିକା-ରଣବୀରଙ୍କ ବିବାହ ଇଟାଲୀରେ ସଂପନ୍ନ ହେବା ପରେ ଦୁହେଁ ଭାରତ ଫେରି ପ୍ରଥମେ ଶାଶୁଘର ଏବଂ ପରେ ବାପଘର ବାଙ୍ଗାଲୁର ଯାଇଥିଲେ । ସେଠାରେ ଦୀପିକାଙ୍କ ପରିବାର ପକ୍ଷରୁ ଷ୍ଟାର ହୋଟେଲରେ ଏକ ରିସେପ୍ସନ ପାର୍ଟି ରଖାଯାଇଥିଲା। ଏହି ଦୁହିଁଙ୍କ ରିସେପ୍‌ସନ୍‌ ପାର୍ଟିର ଫଟୋ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ରିସେପସନ୍ ପାର୍ଟିର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।