ଟ୍ରାଙ୍କୁଲାଇଜେସନ୍ ପରେ ସୁନ୍ଦରୀ ଅସୁସ୍ଥ

0
98

ଭୁବନେଶ୍ୱର: ଟ୍ରାଙ୍କୁଲାଇଜେସନ୍ ପରେ ସୁନ୍ଦରୀ ଅସୁସ୍ଥ ହୋଇ ପଡିଛି। ସୁନ୍ଦରୀ ଏବେ ରାଇଗୁଡା ଏନକ୍ଲୋଜରରେ ରହିଛି। ୧୦ ଦିନ ହେବ ସୁନ୍ଦରୀ ଛୋଟେଇ ଛୋଟେଇ ଚାଲୁଛି। ବନବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ ବେଳେ ତ୍ରୁଟି ହୋଇଛି। ୩୦ ମିନିଟ୍ ମଧ୍ୟରେ ୨ ଥର ଟ୍ରାଙ୍କୁଲାଇଜ କରାଯାଇଛି। ଯାହାଫଳରେ ଗୋଟିଏ ତାର ମେରୁଦଣ୍ଡରେ ବାଜିଛି ତେବେ ସେ ଅସୁସ୍ଥ ହୋଇପଡିଛି।