ଆଲିବାବାର ରେକର୍ଡ: ୭୬ ମିନିଟ୍‌ରେ ୧୩୧୦ କୋଟି ଡଲାର ଆୟ

0
105
Alibaba has just sold more goods in 76 minits than Flipkart & Amazon together sold in 2017

ବେଜିଂ: ଆଲିବାବା ଚୀନ୍‌ର ସିଙ୍ଗଲସ୍‌ ଡେ’ରେ ଘଣ୍ଟାକରେ କରିଥିବା ଆୟ ଉଭୟ ଫ୍ଲିପକାର୍ଟ ଓ ଆମାଜନ୍‌ ମିଳିତ ଭାବରେ ୨୦୧୭ରେ କରିଥିବା ଆୟଠାରୁ ୭୬ ମିନିଟ୍‌ରେ ୧୩୧୦ କୋଟି ଡଲାର ଆୟ କରିଥିବା ଅଧିକ ବୋଲି ଜଣାଯାଇଛି। ୨୦୧୭ ମସିହାରେ ଫ୍ଲିପକାର୍ଟ ୭୫୦ କୋଟି ଡଲାର ଆୟ କରିଥିଲା ଏବଂ ଆମାଜନ୍‌ ୫୦୦ କୋଟି ଡଲାର ଆୟ କରିଥିବା ବେଳେ ଆଲିବାବା ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦୧୭ ମସିହାର ରେକର୍ଡ ୨୫୩୦ କୋଟି ଡଲାରର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଏହା ୩୨୦୦ କୋଟି ଡଲାର ଛୁଇଁବାର ଅଛି।୨୦୦୯ ମସିହା ପରଠାରୁ ‘ସିଙ୍ଗିଲ’ମାନଙ୍କ ପାଇଁ ପ୍ରତିବର୍ଷ ୧୧ ନଭେମ୍ବର ଆଲିବାବାର ଭାଲେଣ୍ଟାଇନ୍ସ ଡେ’ର ବିପରୀତଭାବେ ଆଲିବାବା ପକ୍ଷରୁ ପାଳିତ ହୁଏ ଛୁଟି ଦିବସ ପାଳିତ ହୁଏ।