ଉତ୍ସାହରେ ଆମି

0
146

ଉତ୍ସାହିତ ଅଛନ୍ତି ଆମି ଜ୍ୟାକସନ ନିଜର ଆଗାମୀ ଚଳଚିତ୍ର ରୋବଟ ୨.୦ ପାଇଁ l ରଜନୀକାନ୍ତ ଙ୍କ ପରି ସୁପରଷ୍ଟାର ସହ ଏଥିରେ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳୁଥିବାରୁ ନିଜକୁ ଭାଗ୍ୟବାନ ମଣୁଛନ୍ତି l ମିଳିଥିବା ଖବର ଅନୁସାରେ ଏଥରକ ଆମି ଙ୍କୁ ହୃତିକ ରୋଶନଙ୍କ ସହ ସୁପର୍-୩୦ ର ଏକ ଗୀତାରେ ଦେଖିବାକୁ ପାଇବେ l ଆମି ପ୍ରଥମ ଦିନ ହୃତିକ ଙ୍କ ନୃତ୍ୟ ଅନ୍ଦାଜ ଦେଖି ଚକିତ ହୋଇଯାଇଥିଲେ l ତେବେ ସେ ଖୁବ ପରିଶ୍ରମ କରିବେ ବୋଲି କହିଛନ୍ତି l