ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଉଥିବା ଯୁବକ ମାନଙ୍କୁ କଡା ଚେତାବନୀ ଦେଲେ ବିପିନ ରାଓ୍ଵତ

0
104
army chief of bipin rawat

ନୂଆଦିଲ୍ଲୀ: ଦିନକୁ ଦିନ ଜମ୍ମୁ-କଶ୍ମୀରରେ ପାକିସ୍ତାନୀମାନଙ୍କ ଉପଦ୍ରବ ବଢ଼ିବା ହେତୁ ସୋମବାର ସେନା ମୁଖ୍ୟ ବିପିନ ରାଓ୍ଵତ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେମାନେ ନିଜେ ହିଁ ଆତଙ୍କବାଦୀ ସଂଗଠନରୁ ବାହାରି ଆସନ୍ତୁ ନଚେତ ଭାରତୀୟ ସେନା ସେମାନଙ୍କୁ ନିହତ କରିଦେବ। ସୂଚନା ମୁତାବକ,ଆତଙ୍କବାଦୀମାନଙ୍କ ଉଦେଶ୍ୟରେ ବିପିନ ରାଓ୍ଵତ କହିଛନ୍ତି ଯେ ସେମାନେ ଭଲରେ ନିଜ ବନ୍ଧୁକ ସହ ନିଜେ ଆତ୍ମସମର୍ପଣ କରନ୍ତୁ। ଏହା ସେମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ।