ଏସିଆନ୍ ଗେମ୍ସ୍‌ ର ଭାରତ ମହିଳା କବାଡି ଟିମି ବିଜୟୀ

0
153
India's players (in white shorts) tackle a Japan player (in black shorts) during the women's team Group A match between India and Japan at the 2018 Asian Games in Jakarta on August 19, 2018. / AFP PHOTO / AAMIR QURESHI

ଏସିଆନ୍ ଗେମ୍ସ୍‌: ଜାକର୍ତ୍ତାରେ ଚାଲିଥିବା ୨୦୧୮ ଏସିଆନ୍ ଗେମ୍ସ୍‌ ରେ ଭାରତୀୟ ମହିଳା କବାଡି ଟିମ ଜାପାନ ବିରୋଧରେ ଖେଳା ଯାଇଥିବା ମ୍ୟାଚ୍‌କୁ ଦଳ ୩୧ ପଏଣ୍ଟ ବ୍ୟବଧାନରେ ଜିତି ନେଇଛି। ଭାରତୀୟ ମହିଳା କବାଡ଼ି ଦଳ ଷ୍ଟାଇଲ୍‌ରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି | ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଭାରତ ଜାପାନକୁ ୪୩-୧୨ରେ ପରାସ୍ତ କରିଛି।