ଏସିଆନ୍ ଗେମ୍ସ୍‌: ଶୁଟିଂରେ ଦୀପକ କୁମାର ରୌପ୍ୟ ଜିତିଲେ |

0
148
India's Kumar Deepak shoots in the final round of the 10m air rifle men's final shooting event at the 18th Asian Games in Palembang, Indonesia, Monday, Aug. 20, 2018. (AP Photo/Vincent Thian)

ଜାକର୍ତ୍ତା:ଭାରତୀୟ ଶୁଟର ଦୀପକ କୁମାର ଏୟାର ରାଇଫଲ୍‌ ବର୍ଗରେ ୧୦ ମିଟର ରୌପ୍ୟ ପଦକ ଜିତିଛନ୍ତି।  ପରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି।

ଗତକାଲି ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଉଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏଥିରେ ଶୁଟିଂର ଦୁଇଟି ପଦକ ରହିଛି |