ପୁଣି ଏଟିଏମ୍‌ ତାଡି ଲୁଟ

0
115
atm loot at khordha

ଖୋର୍ଦ୍ଧା: ପୁଣି ଏଟିଏମ୍‌ ତାଡି ଲୁଟ। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଏଟିଏମ୍‌କୁ ଟାର୍ଗେଟ୍‌ କରୁଛନ୍ତି । ବାରମ୍ବାର ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟି ନେଉଛନ୍ତି। ବୁଧବାର ଖୋର୍ଦ୍ଧା ଜିଲ୍ଲାର ବାଜପୁର ନିକଟ ନନ୍ଦପୁରରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍‌ରୁ ଲୁଟ ହୋଇଛି। ଏହାପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।