ମୟୂରଭଞ୍ଜରେ ହାତୀ ଆତଙ୍କ

0
122
attack elephant

ମୟୂରଭଞ୍ଜ : ମୟୂରଭଞ୍ଜ କାନପୁର କାଜୁ ଜଙ୍ଗଲରେ ଝାଡଖଣ୍ଡୀ ହାତୀ ପଲ ମାତିଛନ୍ତି। ଦଳରେ ୩୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ରାତିରେ ବସ୍ତା ବ୍ଲକର ଗାଁ ଭିତରକୁ ପଶିଥିଲେ ହାତୀ। ବସ୍ତା ବ୍ଲକର ଗ୍ରାମଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ଅଭିଯୋଗ ହୋଇଛି।