ସୁନ୍ଦରୀ ମାତିଛି

0
123

ନରସିଂହପୁର ଗାଁରେ ପଡିଛି କୋକୁଆ ଭୟ | ଗତ ସନ୍ଧ୍ୟାରେ ବାଘୁଣୀ ସୁନ୍ଦରୀ ଜଣଙ୍କ ଉପରକୁ ଆକ୍ରମଣ କରିବାପରେ ଟିକରପଡା ପଞ୍ଚାୟତ କଟରଙ୍ଗା ଗାଁ ସମେତ ଆଖପାଖରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି | ମଣିଷ ମାନଙ୍କ ବ୍ୟତୀତ ପଶୁ ପକ୍ଷୀ ମାନେ ମଧ୍ୟ ଭୟବିତ୍ତ ଅବସ୍ଥାରେ ଅଛନ୍ତି | ସୁନ୍ଦରୀ ବାଘୁଣୀ ଭୟରେ କଟରଙ୍ଗା ଗାଁର ପିଲାଛୁଆ ଓ ମହିଳା ବି ମଧ୍ୟ କବାଟ ଦେଇ ଘରେ ରହୁଛନ୍ତି | ପୁରୁଷ ମାନେ ଉଜାଗରରେ ରାତି କାଟୁଛନ୍ତି | ଶିକ୍ଷକ ମାନେ ଭୟରେ ସ୍କୁଲକୁ ପାଠ ପଢ଼ାଇବାକୁ ବି ଆସୁନାହାନ୍ତି | ବାଘୁଣୀ ମଣିଷ ଉପରକୁ ଏମିତି ଆକ୍ରମଣ କରିବା ଘଟଣା ସମସ୍ତଙ୍କୁ ବିବ୍ରତ କରିଛି |